#ଚାହିଁ_ରହିଛି_ମଣିଷ_କିଏ_ଆସିବ_ଆଉ_କାମ_ଦେବ !
ଯେଉଁ ଦିନ କାମ ମିଳିବ, ପେଟ ପୁରିବ । ନହେଲେ ନିରାଶରେ ଫେରିବ ମଣିଷ ଶ୍ରମିକଙ୍କୁ ମିଳିବ କାମ...ଏଥିପାଇଁ ରହିଛି ମନରେଗା ଯୋଜନା...ହେଲେ ବାସ୍ତବରେ ମଣିଷ ବଦଳରେ ମେସିନ୍ କରୁଛି କାମ
ଆଉ ମଣିଷ ଏଠି ଚାହିଁ ରହୁଛି କାମ ପାଇଁ
#ArgusNews #Odisha #ArgusNewsTV #Bolangir #MgnregaYojana #nowork