ଚା ଦୋକାନରୁ କେଟିଲି ଚୋରି କରି ଜେଲ ଗଲା ଚୋର। ଦେଢ଼ ବର୍ଷ ଜେଲ ଦଣ୍ଡାଦେଶ ସହ ଏକ ହଜାର ଆର୍ଥିକଦଣ୍ଡ ମଧ୍ୟ ଶୁଣାଇଛନ୍ତି କୋର୍ଟ । ଗଞ୍ଜାମ ଭଞ୍ଜନଗର ଏସ୍ଡିଜେଏମ୍ କୋର୍ଟରେ ନିକଟରେ ଏକ ଅଭିନବ ଚୋରି ମାମଲାର ବିଚାରଣା ଶେଷପରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି।
#teashop #kettle #prisoner #court #theft #accused #Ganjam #verdict #OdishaNews #ArgusNews