ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଅର୍ଥାଭାବରୁ ହୋଇପାରୁନି ଗୌରାଙ୍ଗଙ୍କ ଚିକିତ୍ସା। ମୟୂରଭଞ୍ଜ କରଞ୍ଜିଆ ବ୍ଲକ ଅନ୍ତର୍ଗତ ତାଟୋ ଗ୍ରାମପଞ୍ଚାୟତର କଙ୍କଡା ଗ୍ରାମର ୱାର୍ଡ ନମ୍ବର ୯ର ଗୌରାଙ୍ଗ ପରିଡା କ୍ୟାନସରରେ ପୀଡିତ। ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଅର୍ଥ ନଥିବାରୁ ହୋଇପାରୁନି ଟ୍ରିଟମେଣ୍ଟ। ତେଣୁ ଏଭଳି ସମୟରେ କିଛିଟା ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି।
#Mayurbhanj #Karanjia #cancerPatient #Helpless #GaurangParida #BindusarDas #Odisha #ArgusNews