ସାହାଯ୍ୟ ଅପେକ୍ଷାରେ ପିପ୍ପଳ ମାଧବ ଗାଁର ଅଶୋକ । ବୟସ 36 ବର୍ଷ । ରକ୍ତ କର୍କଟ ରୋଗରେ ପୀଡିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରିଛନ୍ତି । ବାପାମାଙ୍କ ଏକମାତ୍ର ହୋଇଥିଲେ ବି ରୋଜଗାର ବୟସରେ ଶଯ୍ୟାଶାୟୀ । ଅନେକ ମେଡିକାଲରେ ଦେଖାଇଛନ୍ତି । ଯାହା ଜମା ପୁଞ୍ଜି ଥିଲା ସରିଗଲାଣି ।
#ArgusNews #Odisha #Jagatsinghpur #Paradeep #cencerpatient