ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ !
ପାଖରେ ପଇସା ନଥିବାରୁ କିଡନି ରୋଗର ଚିକିତ୍ସା ହୋଇପାରୁନି । ଯାଜପୁର ବଡଚଣା କୁନ୍ଦଳ ଗ୍ରାମର ରମା ସ୍ବାଇଁ ଦୀର୍ଘ ଦିନ ହେବ କିଡିନି ରୋଗରେ ପୀଡିତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି । ତାଙ୍କର ଚିକିତ୍ସା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ
#Jajpur #Badachana #kidneydisease #NeedHelp #RamaSwain #treatment #Odisha #ArgusNews