#ଚିକିତ୍ସା_ପାଇଁ_ଅର୍ଥ_ସାଜିଛି_ବାଧକ ।
ବିଛଣାରେ ପଡି ଛଟପଟ ହେଉଛି ୧୩ ବର୍ଷର ନାବାଳିକା । ଅଜଣା ରୋଗରେ ପୀଡିତ ହୋଇଥିବାବେଳେ ଅନେକ ସ୍ଥାନରେ ଚିକିତ୍ସା କରାଇ ସର୍ବସାନ୍ତ ପରିବାର । ଲକ୍ଷ୍ମୀପ୍ରିୟାଙ୍କୁ ଚିକିତ୍ସା ଲାଗି ଅଧିକ ଟଙ୍କାର ଆବଶ୍ୟକ ଥିବାବେଳେ ଝିଅ ପାଇଁ ପ୍ରଶାସନର ସହାୟତା ଲାଗି ବାପାମାଆ କୋହଭରା କଣ୍ଠରେ ଗୁହାରି କରିଛନ୍ତି ।
#ArgusNews #Odisha #Help #Subarnapur