#ଚିକିତ୍ସା_ପାଇଁ_ବ୍ୟାକୁଳ
#ଅର୍ଥ_ସାଜିଛି_କାଳ
ଏକମାତ୍ର ରୋଜଗାରିଆ ଗୃହିଣୀ ଏବେ ଶଯ୍ୟାଶାୟୀ । ରୋଗୀଣା ପତ୍ନୀଙ୍କ ମୁଁହ କୁ ଚାହିଁ ବସିଛନ୍ତି ଆଉ ତିନି ପ୍ରାଣୀ । ଚିକିସ୍ଥା ପାଇଁ ଦୌଡ଼ି ଦୌଡ଼ି ସର୍ବସ୍ବାନ୍ତ ହୋଇ ପାଖରେ ଥିବା କିଛି ସୁନା ଅଳଙ୍କାର ଓ ବାସଗୃହ ଏବେ ବନ୍ଧା ପଡିଛି ।
#Ganjam #Bhanjanagar #helpless #medicaltreatment #needhelp #Odisha #ArgusNews