#ଚିକିତ୍ସା_ପାଇଁ_ବନ୍ଧାପଡିଛି_ପୈତୃକ_ସମ୍ପତି
ଅକ୍ଷମ ବାପ ଉପରେ ବୋଝ ପାଲଟିଛି ଭେଣ୍ଡିଆ ପୁଅ । ୬ମାସ ହେବ ଘରେ ଜଳୁନି ଚୁଲି,ଭୋକ ଉପବାସରେ ପରପିଣ୍ଡାରେ କଟୁଛି ବାପ,ପୁଅଙ୍କ ଜୀବନ। ପୁରୀ ହାସିନିପୁର ଗାଁର ଉପେନ୍ଦ୍ର ମହାନ୍ତି । ନିଜ ରୋଜଗାରରେ ପୈତୃକ ସମ୍ପତି ଉପରେ କରିଥିଲେ ୩ବଖରା ପକ୍କାଘର । କିନ୍ତୁ ସେ ଜାଣିନଥିଲେ ଏହି ପକ୍କାଘର ଉପଭୋକ କରିବା ବୋଧେ ତାଙ୍କ ଭାଗ୍ୟରେ ନାହିଁ ।
#ArgusNews #ArgusNewsTV #Odisha #Puri #HealthIssue