ଖଲ୍ଲିକୋଟ ବ୍ଲକ ଚିକିଲିର ରାସ୍ତା ପାର୍ଶ୍ୱରେ ଆଉ ଚାଷ ଜମିରେ ଏବେ ଦଳ ଦଳ କୃଷ୍ନସାର ମୃଗଙ୍କୁ ଦେଖିବାକୁ ମିଳୁଛି । ଖାଦ୍ୟ ,ପାଣି ଆଉ ସୁରକ୍ଷା ମିଳୁଥିବାରୁ ବଢ଼ିବାରେ ଲାଗିଛି ସେମାନଙ୍କର ବଂଶ । ସୁନ୍ଦର ଏହି ଜନ୍ତୁଟିକୁ ଦେଖିବା ପାଇଁ ପର୍ଯ୍ୟଟକ ଆସୁଥିବାରୁ ଗାଁରେ ବନବିଭାଗ ନିର୍ମାଣ କରିଛି ଏକ ୱାଚଟାୱାର । ମୁକ୍ତାକାଶ ମୃଗଵିହାର ପାଇଁ ମଧ୍ୟ ଚିକିଲିର ସୁନାମ ମଧ୍ୟ ବଢ଼ିବାରେ ଲାଗିଛି ।
#goodnews #Odisha #ArgusNews #ChikiliKhallikoteOdisha #Khallikote #Blackbuck #deer