ଚିଟଫଣ୍ଡ ସଂସ୍ଥା ଇଣ୍ଟର ଓସନ ଭିଦେଶ ଲିମିଟେଡ଼ ଚିଟଫଣ୍ଡ ସଂସ୍ଥାର ନିର୍ଦ୍ଦେଶକ ଗିରଫ । ନିର୍ଦେଶକ ଜଣକ ହେଲେ ଦିଲୀପ କୁମାର ଜୈନ । ରାଜସ୍ଥାନରୁ ଦିଲୀପକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । 2010 ରୁ 2013 ମଧ୍ୟରେ ସଂସ୍ଥା ଜମାକାରୀ ଙ୍କୁ ଲୋଭନୀୟ ସ୍କିମ ଦେଖାଇ 2 କୋଟିରୁ ଅଧିକ ଟଙ୍କା ଲୁଟି ଜେଇଥିବା ଅଭିଯୋଗ ହୋଇଛି
#ArgusNews #Odisha #ArgusNewsTV #Chitfund #Director #Arrest #EOW