ଚିନ୍ତାମଣି ବାବୁଙ୍କର ଏହି ରୋଚକ ସେବା ପଛରେ ରହିଛି ଗୋଟିଏ ଅଦ୍ଭୁତ ଆଉ ଅଲୌକିକ କାହାଣୀ । ଭୁବନେଶ୍ବରରେ ଚାକିରି କରିଥିଲେ ଚିନ୍ତାମଣି ବାବୁ । ଦରମା ବଢିଲା ପରେ ଜାଗା ଖଣ୍ଡେ କିଣିବାକୁ ମନ ବଳେଇଲେ । ଆଉ ତା ପରେ କ’ଣ ହେଲା, ଦେଖନ୍ତୁ ଭିଡିଓ ।
#Puri #srijagannath #PadmaVesha #Odisha #Argusnews