ଆଗକୁ ଆସୁଛି ବିଘ୍ନ ଵିନାଶକ ପ୍ରଭୂ ଗଣେଷଙ୍କ ପୂଜା। ଏହି ପୂଜା ପାଇଁ ମଝିରେ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଏବେ ମୁର୍ତ୍ତି ତିଆରି କାମରେ ବ୍ୟସ୍ତ କାରିଗର । ହେଲେ ଗତ ବର୍ଷ ଭଳି ଏବର୍ଷ ମଧ୍ୟ କରୋନା ଏବଂ ସରକାରଙ୍କ ମୂର୍ତ୍ତି ଉଚ୍ଚତା ଗାଇଡ଼ ଲାଇନ ମୂର୍ତ୍ତି କାରୀଗରଙ୍କୁ ପ୍ରଭାବିତ କରିଛି । ଯାହାକୁ ନେଇ ଚିନ୍ତାରେ ମୁର୍ତ୍ତି କାରିଗର
#BBSR #LordGanesh #Sculptor #Odisha #ArgusNews