ପାର୍ବଣ ର ଋତୁ ଆସିଲେ ଚଳ ଚଞ୍ଚଳ ହୋଇଉଠେ ଜରିମେଢ଼ କରିଗରଙ୍କର କାରଖାନା। ମାଙ୍କ ଅଭୂଷଣ ସହିତ ଜରିମେଢ଼ ତିଆରି କରି ନିଜ ପରିବାର ପ୍ରତିପୋଷଣ ସହ ନିଜ କରିଗରୀରେ ଲୋକଙ୍କୁ ବିମୋହିତ କରିଥାନ୍ତି। କିନ୍ତୁ କରୋନା କଟକଣା ପାଇଁ ଏହି କାରିଗର ମାନେ ଏବେ ହାତ ବାନ୍ଧି ବସିଛନ୍ତି । ରୋଜଗାର ହରାଇ ଥିବା ଏହି କରୀଗର ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି
#Cuttack #Fine #Odisha #ArgusNews