ସମ୍ଭାବ୍ୟ ବାତ୍ୟା କୁ ନେଇ ଲୋକେ ଭୟଭୀତ ଥିବା ବେଳେ ଏବେ ବିଲରେ ଲଗାଇଥିବା ଦାଳୁଅ ଧାନ ଏବେ ଅମଳ ହେବାର ସମୟ ହୋଇନଥିବା ରୁ ଅଧାରୁ କାଟି ଏବେ ଘର କୁ ଆଣିବାକୁ ବାଧ୍ୟ ହେଉଛନ୍ତି ଚାଷୀ
#ArgusNews #Odisha #NewsChannel #SatelliteChannel #ArgusNewsTV #Cuttack #Banki #Farmer_Problem #Cyclone_Yaas