#ଚିନ୍ତାରେ_ଭେଣ୍ଡିଙ୍ଗଜୋନ_ବ୍ୟବସାୟୀ
ବନ୍ଦ ରହିଛି ଭେଣ୍ଡିଙ୍ଗଜୋନ କିନ୍ତୁ ବ୍ୟବସାୟୀ ଙ୍କୁ ଦେବାକୁ ପଡୁଛି ଟ୍ୟାକ୍ସ ।ଚିନ୍ତାରେ ଭେଣ୍ଡିଙ୍ଗଜୋନ ବ୍ୟବସାୟୀ। ବେପାରରେ ପଡ଼ିଛି ତାଲା, ଆଉ ରୋଜଗାର ବି ଠପ୍। । କୋଭିଡ୍-୧୯ କାରଣରୁ ଲକଡାଉନ୍ର ପଡ଼ିଛି ବଡ଼ ପ୍ରଭାବ।
#ArgusNews #Odisha #Bhubaneswar #vendingzone