#କରୋନା_ମାଡ଼ରେ_ଜର୍ଜରିତ_ମୂର୍ତ୍ତି_ବଜାର।
ଚିନ୍ତାରେ ମୁର୍ତ୍ତୀ କାରଗର । କୋରନା ମହାମାରୀ କାରିଗର ମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଗତବର୍ଷ ପାର୍ବଣରେ ସାହୁକାର ଠାରୁ ସୁଧରେ ଟଙ୍କା ଆଣି ତିଆରି କରିଥିଲେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି । ଆଶା ଥିଲା ଦୁଇ ପଇସା ରୋଜଗାର କରି ପରିବାର ପୋଷିବେ । ଏବେ କରଜରେ ବୁଡିରହିଛିନ୍ତି ।
#ArgusNews #Odisha #festival #stachu #mistridesign