#ପୁଣି_ମନକୁ_ଛୁଇଁଲାଣି_କୋରନା_ଭୟ
#ଚିନ୍ତା_ବଢାଇଲାଣି_ନୂଆ_ଭେରିଆଣ୍ଟ_ଓମିକ୍ରନ
ଆକ୍ସନ ମୋଡ଼ରେ କଟକ କମିଶନରେଟ ପୋଲିସ । ସିଲଭର ସିଟିର ବିଭିନ୍ନ ସ୍ଥାନରେ ଚଢଉ । ଜୋରିମାନା ଆଦାୟ ସହ ଅମାନିଆଙ୍କୁ ବୁଝାଉଛି ପ୍ରଶାସନ । କୋଭିଡ କଟକଣା କଡାକଡି ପାଳନ କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ ।
#CoronaVirus #Omicron #Guidelines #Cuttack #CommissioneratePolice #Odisha #ArgusNews