#ଚିନ୍ତା_ବଢାଉଛନ୍ତି_ବିଦେଶ_ଫେରନ୍ତା
#ଆଟ_ରିସ୍କ_କଣ୍ଟ୍ରିରୁ_ଆସିଥିବା_୪_ଜଣ_ଯାତ୍ରୀ_କୋଭିଡ_ପଜିଟିଭ ।
ଜିନୋମ ସିକ୍ଵେନସିଂ ପାଇଁ ଯାଇଛି ୪ ଜଣଙ୍କ ସାମ୍ପୁଲ । ତେବେ ୭ ତାରିଖ ସୁଦ୍ଧା 'ଆଟ ରିସ୍କ କଣ୍ଟ୍ରି' ରୁ ଓଡିଶା ଆସିଛନ୍ତି ୯୮୨ ଜଣ । ହେଲେ ଏବେ ବି ସମସ୍ତ ବିଦେଶ ବାହୁଡାଙ୍କୁ ଠାବ କରିପାରିନି ସ୍ଵାସ୍ଥ୍ୟ ବିଭାଗ । ଯଦି ତୃତୀୟ ଲହର ଆସେ, ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛି ସ୍ଵାସ୍ଥ୍ୟ ବିଭାଗ
#Bhubaneswar #Corona #Omicronvariant #Odisha #ArgusNews