ବିଦେଶୀ ପକ୍ଷୀ ଏବେ ଚିଲିକାର ଅତିଥି। କିଚିରି-ମିଚିରି ଶବ୍ଦର କୋଳା ହଳରେ ମୁଖରିତ ହେଉଛି ନିଳମ୍ବୁ ଚିଲିକା। ଚିଲିକାକୁ ଆସିଲେଣି ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀ। ଏସିଆ ମହାଦେଶର ଲବଣାକ୍ତ ହ୍ରଦ ଚିଲିକାକୁ ବିଦେଶରୁ ମାଇଲ ମାଇଲ ଦୂର ଅତିକ୍ରମ କରି ଆସିଥିବା ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ପାଇଁ ବଢିଛି ସୁରକ୍ଷା
#Khurda #Chilika #Birds #Odisha #ArgusNews