#ଚୂଡାନ୍ତ_ପର୍ଯ୍ୟାୟରେ_ପଞ୍ଚାୟତ_ନିର୍ବାଚନ_ପ୍ରସ୍ତୁତି
#ପ୍ରାର୍ଥୀ_ମାନଙ୍କ_ପାଇଁ_ପ୍ରକାଶ_ପାଇଛି_ଚିହ୍ନ
#ସେପଟେ_ଓବିସି_ସଂରକ୍ଷଣକୁ_ନେଇ_ଥମୁନି_ବିବାଦ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବଚନ କମିଶନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କମିଶନ ପକ୍ଷରୁ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ୧୫ଟି ଚିହ୍ନ, ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ୩୨ଟି, ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ୧୯ଟି ଏବଂ ସ୍ବାଧୀନ ଜିଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ୧୯ଟି ଚିହ୍ନ ପ୍ରକାଶ କରାଯାଇଛି ।
#preparationselection #stateelection #ElectionCommission #OdishaCM #Odisha #ArgusNews