ଚୋରା ମଦ ଉପରେ ଚଢ଼ାଉ ପାଇଁ ଯାଇଥିବା ବେଳେ ଅବକାରୀ ଟିମ ଉପରେ ଆକ୍ରମଣ । ମହିଳା କର୍ମଚାରୀ ଙ୍କ ସମେତ 5 କର୍ମଚାରୀ ଆହତ । ସଂଘବଧ ଭାବେ ଆକ୍ରମଣ କରିବା ସହ ଗାଡି ଭଙ୍ଗା ରୁଜା କରିଛନ୍ତି ଦୁର୍ବୁତ୍ତ
#ArgusNews #Odisha #Bhubaneswar #ATTACK