#ଚୋର_ଧରିବାକୁ_ଯାଇ_ନିସ୍ତୁକ_ମାଡ଼_ଖାଇଲେ_ପୋଲିସ_ବାବୁ
ସର୍ବ ସମ୍ମୁଖରେ ପୋଲିସକୁ ନିସ୍ତୁକ ମାଡ଼ ମାରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି ଅଭିଯୁକ୍ତ ଚୋର । ଘଟଣାଟି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବାଲିସାହି ଗାଁ ର ବୋଲି ସୂଚନା ମିଳୁଛି
#ArgusNews #Odisha #ArgusNewsTV #Jagatsinghpur #Tirtol #AttackOnPolice