ବିଚ୍ ସେକ୍ ବା ସମୁଦ୍ରକୂଳିଆ ମଦ ଦୋକାନକୁ ତୀଵ୍ର ବିରୋଧ। ଗୋପାଳପୁର, ସୋନପୁର, ପାରାଦୀପ୍, ବାଲେଶ୍ବର, ଚାନ୍ଦିପୁର, ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ବିଚ୍ ସେକ୍ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ତେଜୁଛି ଆନ୍ଦୋଳନ। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଗଣରାଲି ସହ ମାନବ ସମ୍ବଳ ପଦଯାତ୍ରା।
#Brahmapur #Odisha #winshop #seabeach #protest #ArgusNews