ପାଟନାରେ କିଛି ଛାତ୍ର ଛଟ୍ ପୂଜାକୁ ଆହୁରି ସୁନ୍ଦର ବନେଇ ଦେଇଛନ୍ତି । ଚଳିତବର୍ଷ ଛଟ୍ ପୂଜାର ରଙ୍ଗରେ ମଧୁବନୀ କଳାର ମିଶ୍ରଣ ଦେଖିବାକୁ ମିଳିଛି । ପାଠପଢା ସହ ଏହି ପାରମ୍ପରିକ କଳାରେ ସେମାନଙ୍କର ନିପୁଣତା ସେମାନଙ୍କୁ କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ସ୍ବତନ୍ତ୍ର ପରିଚୟ ଦେଇଛି
#Chhatpuja #Patna #BadhubaniArt #Tradition #ArgusNews