ଛତ୍ରପତି ସେନା ଓଡିଶା ସଙ୍ଘ ତରଫରୁ ୟଶ ବାତ୍ୟାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ବିପନ୍ନ ପରିବାରଙ୍କୁ ଖାଦ୍ୟ ବଣ୍ଟନ କରିବା ସହିତ ତୁରନ୍ତ ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।
#ArgusNews #ArgusTv #Odisha #Balasore #Food_Distribution