ଛତ୍ରପୁରରେ ଏଥର ଜମିବ ଦଶହରା !
ପୂଜାରେ ଆକର୍ଷଣ ପାଲଟିଛି ଫୁଡ଼ ଫେଷ୍ଟିଭାଲ । ବଙ୍ଗାଳି ଖାଦ୍ୟ ପାନୀୟର ମଜା ପାଇବେ ଲୋକେ । ବିଭିନ୍ନ ସୁଆଦିଆ ଖାଦ୍ୟ ପସରା ମେିଲିଛି ସ୍ବସ୍ତି ଚିଲିକା ରିସୋର୍ଟ । ଗତ ଦୁଇ ବର୍ଷ ଧରି କୋଭିଡ ମହାମାରୀକୁ ଯୋଗୁଁ ନିଜ ଘର ମଧ୍ୟରେ ରହିଆସୁଥିବା ପର୍ଯ୍ୟଟକଙ୍କୁ ଶାରଦୀୟ ପୂଜାରେ ଆକୃଷ୍ଟ କରିବା ପାଇଁ ସ୍ବସ୍ତି ଚିଲିକା ରିସୋର୍ଟରେ ସ୍ବତନ୍ତ୍ର ଭାବରେ ଆୟୋଜିତ କରିଛି ବଙ୍ଗାଳୀ ଫୁଡ୍ ଫେଷ୍ଟିଭାଲ
#Ganjam #Chhatrapur #DurgaPuja #swastichilikaresort #FoodFestival #BengaliFood #Odisha #ArgusNews