#ଛତ୍ରପୁର_ବାସୀଙ୍କୁ_ଲଲିପପ_ଧରାଇଦେଲେ_ରାଜ୍ୟ_ସରକାର
ଏପର୍ଯ୍ୟନ୍ତ ମିଳିପାରିନାହିଁ ଗଞ୍ଜମ ଜିଲ୍ଲାର ସଦରମହାକୁମା ଛତ୍ରପୁର ସହରକୁ ମୁନିସିପାଲଟି ମାନ୍ୟତା । ମୁନିସିପାଲଟିର ସ୍ବପ୍ନ ଦେଖାଇ ଛତ୍ରପୁର ବାସୀଙ୍କୁ ଲଲିପପ ଧରାଇଦେଲେ ରାଜ୍ୟ ସରକାର।
#Ganjam #Chhatrapur #municipality #Odisha #ArgusNews