#ଯୁକ୍ତ_ଦୁଇ_ଏକ୍ସରେଗୁଲାର_ମାର୍କିଂରେ_ସାଙ୍ଘାତିକ_ତ୍ରୁଟି
#ପ୍ରଥମ_ମାର୍କିଲିଷ୍ଟରେ_ପାସ_ଦ୍ବିତୀୟ_ମାର୍କିଲିଷ୍ଟରେ_ଫେଲ୍
ଯୁକ୍ତ ଦୁଇ ଏକ୍ସ ରେଗୁଲାର ମାର୍କିଂରେ ସାଂଘାତିକ ତ୍ରୁଟି । ଗୋଟିଏ ପରୀକ୍ଷାରେ ବାହାରିଛି ଦୁଇ ଦୁଇଟି ରେଜଲ୍ଟ । ଗୋଟିଏରେ ପାସ, ଗୋଟିଏରେ ଫେଲ। ଯାହାକୁ ନେଇ ଏବେ ଚିନ୍ତାରେ ଛାତ୍ରଛାତ୍ରୀ ।
#CHSE #exam #pass #fail #Odisha #ArgusNews