#ଛାତ୍ର_କରିଛନ୍ତିି_ପୁରୀ_ସମ_ଅପରୂପ_ତିନିରଥ
ପ୍ରସ୍ତୁତ ହେଉଛି ତିନିରଥ । ତୁଳିରେ ଶେଷ ସ୍ପର୍ଶ ଦେଇଛନ୍ତି ଶିଳ୍ପୀ । ଆବେଗ ଆଉ ଉତ୍ସାହରେ ମା ଓ ଦୁଇଭଉଣୀଙ୍କ ସହିତ ମିଶି ଭୁବନେଶ୍ୱର ୟୁନିଟ ୮ର ଛାତ୍ର ସିଦ୍ଧାର୍ଥ ନାଥ କାଲିଆ ମନସ୍କ ହୋଇପଡିଛନ୍ତି । ପିଲାଟି ଦିନରୁ ବଡଠାକୁରଙ୍କ ରଥ ନିର୍ମାଣ କରିଆସୁଥିବା ସିଦ୍ଧାର୍ଥ ଚଳିତ ଥର ସାଢେ ସାତଫୁଟ ଉଚ୍ଚତାର କରିଛନ୍ତି ଅପରୂପ ତିନିରଥ ।
#ArgusNews #Odisha #ArguNewsTV #RathaJatra2021 #GoodNews #SidharthaNath #CopyOfPuriRatha #Bhubaneswar #unit8