#ଛାତ୍ର_ଛାତ୍ରୀମାନଙ୍କ_ତରଫରୁ_ରାଜଭୀର_ପାଇଁ_ସାରା_ଓଡ଼ିଶାବାସିଙ୍କୁ_ସାହାଯ୍ୟର_ଭିକ୍ଷା
ରାଜଭୀର ରଣା ମାତ୍ର 2 ବର୍ଷର ଶିଶୁଟିଏ ଯିଏ ଏବେ ଏକ ମାରାତ୍ମକ ରୋଗର ଶିକାର ଯାହାର ନା spinal muscular atrophy (sma) ଯାହାଦ୍ୱାରା କି ମେରୁଦଣ୍ଡର ମାଂସପେଶୀ ଗୁଡିକ ନଷ୍ଟ ହୋଇଯିବ । ଏହି ରୋଗର ନିରାକରଣ ପାଇଁ 16 କୋଟି ଟଙ୍କାର ଆବଶ୍ୟକ । କିନ୍ତୁ ଏପର୍ଯ୍ୟନ୍ତ ମାତ୍ର 1.50 କୋଟି ଆଦାୟ ହୋଇଛି ଆହୁରି 14 କୋଟିର ଆବଶ୍ୟକତା ରହିଛି ।
#students #SubhadraMahatabCollege #help #Rajvir #healthissue #Odisha #ArgusNews