ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବର୍ଷସାରା ବାରମ୍ବାର ପରୀକ୍ଷା କରିବା, ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ସାର୍ଟିଫିକେଟ୍ ଯୋଗାଇ ଦେବା, ବାରମ୍ଵାର ଫର୍ମ ଫିଲଅଫ୍ ଓ ଏନରୋଲମେଣ୍ଟ ଫି ବୃଦ୍ଧି କରିବା, ଜିଜିଆ କର ଭଳି ପ୍ରତ୍ୟେକ ବର୍ଷ ମାଇଗ୍ରେସନ୍ ଫି ଆଦାୟ କରିବା ବିରୁଦ୍ଧରେ ଆଜି ଅଭିଭାବକ ଓ ଶିକ୍ଷକ ମାନେ ଅସନ୍ତୋଷ ପ୍ରକଟ କରି ପ୍ରତିବାଦକୁ ଓଲ୍ହାଇଛନ୍ତି
#ossta #protest #student #parents #teacher #ArgusNews