#ଛିଣ୍ଡା_ପାଲ_ଓ_ଭଙ୍ଗା_ମାଟି_କାନ୍ଥ_ତଳେ_ବିତୁଛି_ଜୀବନ
ଘର ଖଣ୍ଡିଏ ପାଇଁ ବ୍ଲକ ଅଫିସରୁ ଜିଲ୍ଲାପାଳଙ୍କ ନିକଟକୁ ବହୁବାର ଦୌଡ଼ିଛନ୍ତି । ହେଲେ କେହି ବି ଗୁହାରୀ ଶୁଣି ନହାନ୍ତି । ତେଣୁ ଭାଗ୍ୟକୁ ଆଦରି ଏହି ଭଙ୍ଗା ଘରେ ଦୁଇ କୋମଳମତୀ ପିଲାଙ୍କୁ ଧରି ଦିନ କାଟୁଛନ୍ତି ଖୋର୍ଦ୍ଧା ବେଗୁନିଆ ବ୍ଲକ ଗୋବିନ୍ଦପୁର ଗାଁର ଯଶୋଦା ସ୍ବାଇଁ ।
#Khordha #jashodaswain #awasyojana #Odisha #ArgusNews