#ଛୁଆ_ଅଧିକ_କାନ୍ଦିଲେ_ବିପଦ !
#ଥାଇପାରେ_ହୃଦରୋଗ_କିମ୍ବା_ଆଭ୍ୟନ୍ତରୀଣ_ସମସ୍ୟା
#ସତର୍କ_କଲେ_ସ୍ବାସ୍ଥ୍ୟ_ବିଶେଷଜ୍ଞ
ବାରମ୍ବାର କାନ୍ଦିବା ସହ ଖାଦ୍ୟ ଗ୍ରହଣ କରୁନଥିଲା ନବଜାତ ଶିଶୁ । ଏପରିକି ନିସ୍ତେଜ ହୋଇ ପଡୁରହୁଥିଲା । ହୃଦସ୍ପନ୍ଦନ ରହୁଥିଲା ୩ଶହ ଉପରେ । ତେବେ ଏମ୍ସ ଡାକ୍ତରୀ ଟିମଙ୍କ ପ୍ରଚେଷ୍ଟା ଯୋଗୁ ସୁସ୍ଥ ହୋଇପାରିଛନ୍ତି ନବଜାତ।
#bhubaneswar #AIIMS #medical #Dr #treatment #child #Odisha #ArgusNews