ସାଧନାରୁ ପାଇଛନ୍ତି ପ୍ରସିଦ୍ଧି । ଧ୍ୟାନଶକ୍ତି ବଳରେ ଆଖି ବନ୍ଦ କରି ବି ସବୁ ଦେଖିପାରୁଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବନ୍ତପୁରୁସାହିର ଦୁଇ କୁନି ଶିଶୁ । ଆଖି ଖୋଲିଲେ ସମସ୍ତେ ଦୁନିଆ ଦେଖନ୍ତି ହେଲେ ଆଖି ବନ୍ଦ କରି ଚିତ୍ର ,ଅକ୍ଷର ରଙ୍ଗ ଓ ବ୍ୟକ୍ତିକୁ ଦେଖିପାରୁଛନ୍ତି ଚତୁର୍ଥ ଶ୍ରେଣୀର ଛାତ୍ର ଓଁ ପ୍ରକାଶ ଓ ଷଷ୍ଠ ଶ୍ରେଣୀର ଛାତ୍ରୀ ସ୍ୱସ୍ତିକା ବାରିକ । ପିଲା ଦୁଇଟିଙ୍କ ପ୍ରତିଭା ଅଞ୍ଚଳରେ ଚର୍ଚ୍ଚାର ଖୋରାକ ଯୋଗାଇଛି
#GoodNews #Angul #Chhendipada #child #ArgusNews