ଛେଳି ଗୁହାଳ ନିର୍ମାଣର ୩ ବର୍ଷ ପୁରିଲା ହେଲେ ଏଯାଏଁ ମିଳିନି ସହାୟତା ରାଶି । ବୁଢିବାହାଲ ଗାଁର ପରମାନନ୍ଦ ପୁଟେଲଙ୍କୁ ଛେଳି ଗୁହାଳ ପାଇଁ ଗ୍ରାମସଭାରେ ଲେଖାଇଥିଲେ । ବ୍ଲକ ପ୍ରଶାସନ ତରଫରୁ ମଧ୍ୟ ଅନୁମତି ମିଳିଥିଲା ।
#Bolangir #GoatShelter #administration #Odisha #ArgusNews
Be the first to know any news. You will get latest stories and video updates through the day. You can turn them off anytime.