ବ୍ରହ୍ମପୁରରେ ବିଲେଇ କଳିକୁ ନେଇ ଥାନାରେ ଅଭିଯୋଗ ହୋଇଥିବାବେଳେ ଆଜି ପୁଣି ଛେଳି ଚୋରିକୁ ନେଇ ଥାନାରେ ଏତଲା ଦିଆଯାଇଛି। ଆପଣ ବିଶ୍ବାସ କରିପାରୁ ନାହାନ୍ତି କି କିନ୍ତୁ କଥାଟା ଏକଦମ ସତ। କେତେବେଳେ ବିଲେଇ କି ଥାନାରେ ପହଞ୍ଚୁଛି ତ ଆଉ କେତବେଳେ ଛେଳି ଚୋରି ଭଳି ଅଭିଯୋଗ ଥାନାରେ ପହଞ୍ଚୁଛି।
#Brahmapur #Goat #missing #police #complain #Odisha #ArgusNews