#ପୋଖରୀ_ପାଣି_ଛାଣି_ମେଣ୍ଟାଉଛନ୍ତି_ଶୋଷ
#ଖରା_ହେଉ_କି_ବର୍ଷା_ସରୁନି_ଜଳ_କଷ୍ଟ
ଏଠି ପ୍ରତି ଦିନ ସକାଳ ହେଲେ ନିତ୍ୟ କର୍ମ ଠାରୁ ଆରମ୍ଭ କରି ଆବଶ୍ୟକ ହେଉଥିବା ପାଣି ପାଇଁ ଚାଲିବାକୁ ପଡେ କୋଷେ ରାସ୍ତା । ନଚେତ ଗାଁରେ ଯେଉଁ ଟିବଲ ଦୁଇଟି ଅଛି ସେଠି ଲାଗିଥାଏ ମହିଳା ମାନଙ୍କର ମହାଭାରତ ତେବେ ଯାଇ ମିଳେ ମୁନ୍ଦିଏ ପାଣି ।
#Malkangiri #WaterProblem #CMOOdisha #Odisha #ArgusNews