RBIର ୨ ଯୋଜନାରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । RBIର ରିଟେଲ ଡାଇରେକ୍ଟ ସ୍କିମ, ଏକକୃତ ଲୋକପାଳର ଶୁଭାରମ୍ଭ ହୋଇଛି । ଏହାଦ୍ବାରା ସହଜ ହେବ ଡିଜିଟାଲ୍ ପ୍ଲାଟଫର୍ମରେ କିଣାବିକା । ସରଳ ହେବ ସରକାରୀ ସିକ୍ୟୁରିଟି କିଣିବା ଓ ବିକିବା । RBIର ୨ ଉପଭୋକ୍ତା କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ ହୋଇଛି ।