ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦବଙ୍ଗଗିରି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସାମନ୍ତରାୟପୁର ପଂଚାୟତର ସିରାସ୍ତା ଗ୍ରାମର ଚାଷୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦୁର୍ବ୍ୟବହାର ଅଭିଯୋଗ । ଶୁଣନ୍ତୁ ଏନେଇ କଣ ପ୍ରତିକ୍ରିୟା ରଖିଛନ୍ତି ଅଭିଯୋଗକାରୀ ଚାଷୀ
#Jagatsinghpur #Tirtol #Collector #Misbehave #Farmer #Odisha #ArgusNews