ଜଗତସିଂହପୁର ଜିଲ୍ଲା ସ୍ଵାମୀ ଅରୂପା ନନ୍ଦ କଲେଜ କୁର୍ତଙ୍ଗ ମିଳିତ ଆନୁକୁଲ୍ୟରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ରେ ଜିଲ୍ଲାର 361 ଜଣ ପିଲା ଯୋଗଦାନ କରିଥିଲେ । ଅଷ୍ଟମ ରୁ ଆରମ୍ଭ କରି +2, +3 ଡିପ୍ଲୋମା, iti ପିଲାମାନେ ଅଂଶ ଗ୍ରହଣ କରିଥିଲେ । 64 ଜଣ ପିଲାଙ୍କୁ ନିଯୁକ୍ତି ତାଲିମ ଅଫର ଲେଟର ପ୍ରଦାନ କରାଯାଇଛି ।
#Jagatsinghpur #SwamiArupaNandCollege #employment #training #Odisha #ArgusNews