ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଶଙ୍କରପୁର ଗାଁରୁ ଶିଶୁର ମୃତଦେହ ଉଦ୍ଧାର । ୨ ବର୍ଷର ଶିଶୁର ମୃତ ଦେହ ଉଦ୍ଧାର ହୋଇଛି । ଶିଶୁ ଜଣକ ମଙ୍ଗଳପୂର ଗାଁ କଣେଇଁଲାଲ ଭୋଇଙ୍କ ପୁଅ ସୌମ୍ୟ ରଂଜନ ଭୋଇ । ୪ଦିନ ହେବ ଶିଶୁଟି ନିଖୋଜ ଥିଲା । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଶିବପୁର ପଞ୍ଚାୟତର ଶଙ୍କରପୂର ଗାଁରେ ଶିଶୁ ପୁତ୍ରଟି ଖେଳୁଥିବା ସମୟରେ ଅପହରଣ ହୋଇଥିବା ବିରିଡି ଥାନାରେ ଅଭିଯୋଗ ହୋଇଥିଲା ।
#Jagatsinghpur #SoumyaRanjanBhoi #child #Mangalpurvillage #Police #Odisha #ArgusNews