#ଜଗତସିଂହପୁର_ଢ଼ିଙ୍କିଆରେ_ପୋଲିସ_ଗ୍ରାମବାସୀ_ମୁହାଁମୁହିଁ !
ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ବଳପୂର୍ବକ ପାନ ବରଜ ଭାଂଗିବା ଅଭିଯୋଗ । ପାନ ବରଜ ପାଖକୁ ଯିବା ସମୟରେ ଗ୍ରାମବାସୀଙ୍କୁ ଅଟକାଇଲା ପୋଲିସ । ଫଳରେ ମୁହାଁମୁହିଁ ସ୍ଥିତି ସହ ଉତ୍ତେଜନା
#Jagatsinghpur #paradeep #JSWproject #police #peoplerotest #ArgusNews