#ବହୁ_ମୂଲ୍ୟବାନ_ଗଛ_କାଟି_କରୁଛନ୍ତି_ଜଙ୍ଗଲ_ସଫା
ବନୀକରଣ ନାଁରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ବନ୍ୟଜନ୍ତୁଙ୍କ ସୁରକ୍ଷା ସହ ଲୋକଙ୍କ ଜୀବନ ଜୀବିକା ପାଇଁ ଜଙ୍ଗଲ ସୃଷ୍ଟି ହେଉଛି । କିନ୍ତୁ ସେହି ଜଙ୍ଗଲକୁ ନଷ୍ଟ କରିବାରେ ଲାଗିଛନ୍ତି ମାଫିଆ । ଗଛ କାଟି ମାଲେମାଲ୍ ହେଉଛନ୍ତି । ଅଭିଯୋଗ ଆସିଛି, ବନ ବିଭାଗ ସବୁ ଜାଣି ନିଦା ବିଷ୍ଣୁ ସାଜିଛି ।
#Angul #CMOOdisha #forest #officer #Odisha #ArgusNews