କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ବିକାଶର ଫମ୍ପା ଡିଣ୍ଡିମ ପିଟୁ ଥିବା ବେଳେ ବିକାଶରେ ଲାଗି ରହିଛି ବର୍ଷ ବର୍ଷ ଧରି ଅବ୍ୟବସ୍ଥା । 1977 ମସିହାରୁ 2021 ଦୀର୍ଘ 44 ବର୍ଷ ପରେ ମଧ୍ୟ ଅଞ୍ଚଳର ଚିତ୍ରରେ କୌଣସି ପରିବର୍ତ୍ତନ ଆସିପାରୁନାହିଁ । ଏବେ ଆନ୍ଦ୍ର ପ୍ରଦେଶ ଦଲାଲଙ୍କ ଶିକାର ହେଉଛନ୍ତି ବଣ୍ଡା ଜନଜାତି
#Malkanagiri #BandaGhati #Tribal #Underdevelopment #OdishaGovt #ArgusNews