#ଜଙ୍ଗଲ_ବିଭାଗର_ଜଙ୍ଗଲରାଜ
ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଜଙ୍ଗଲ ବିଭାଗର ଜଙ୍ଗଲରାଜ ,ଅଭିଯୁକ୍ତ ଅନୁପସ୍ଥିତ ଥିବା ଯୋଗୁଁ ତାଙ୍କ ସ୍ତ୍ରୀ ଓ ଝିଅକୁ ଗିରଫ କରି ଜେଲ ପଠାଇଥିଲା । ଅନ୍ୟ ପଟରେ ବାହାଘର ସ୍ଥିର ହୋଇ ସାରିଥିବା ଝିଅକୁ ଜେଲ ପଠାଇ ଥିବାରୁ ତାର ଭଭିସ୍ୟତ କଣ ହେବ ତାହା ଏବେ ଆଲୋଚନାର ବିଷୟ ।
#Balangir #lohisinga #jail #Arrest #Odisha #ArgusNews