#ଜଙ୍ଗସନରେ_ବଢ଼ୁଛି_ସଡ଼କ_ଦୁର୍ଘଟଣା
#ବର୍ଷକରେ_ଗଲାଣି_୧୧୬୪_ଜୀବନ
ଜଙ୍ଗସନରେ ସଡକ ଦୁର୍ଘଟଣା ଘଟି ଗୋଟିଏ ବର୍ଷରେ ଯାଇଛି ୧୧୬୪ ଲୋକଙ୍କ ଜୀବନ । ସେପଟେ ଓଭୟ ରାଇଡିଙ୍ଗ ଯୋଗୁଁ ଦେଶରେ ୬୦ ପ୍ରତିଶତ ଦୁର୍ଘଟଣା ଘଟୁୂଥିବା ଏନସିଆରବି ରିପାର୍ଟ ରୁ ସାମ୍ନାକୁ ଆସିଥିବା ବେଳେ ରାଜ୍ୟର ୧୦୦ ରୁ ଅଧିକ ବ୍ଲାକସ୍ପଟ ଚିହ୍ନଟ କରିବାକୁ ଯୋାଜନା କରିଛି ପରିବହନ ବିଭାଗ I
#Road #Roadtrafficinjuries #ParivahanSewa #TransportDepartment #ArgusNews