ଭିନ୍ନକ୍ଷମ ଙ୍କ ମୁହଁରେ ହସ ଫୁଟାଇଛି ଜଜବା । ବଣ୍ଟନ ହେଲା ମାସ,ସନିତାଇଜର ଓ ଖାଦ୍ୟ ପୁଡିଆ । କରୋନା କହର ରେ ଯେତେବେଳେ ସାରା ରାଜ୍ୟ କବଳିତ । ଏଭଳି ଏକ ଘଡିସନ୍ଧୀ ସମୟରେ ପୁଣି ସହଯୋଗ ର ହାତ ବଢ଼ାଇଛି ଜଜବା ଅନୁଷ୍ଠାନ
#ArgusNews #Odisha #NewsChannel #ArgusNewsTV #Social_Service #Jajba_Foundation