ଜଟଣୀ ପୌରପରିଷଦ ର ବିଚିତ୍ର ନୀତି । ଥିଲା ବାଲାର ଅନେକ ନ ଥିଲା ବାଲାର ଗୋଟେ ବି ନାହିଁ । ରାଜ୍ୟ ସରକାରଙ୍କର ଜାଗା ମିଶନ ଯୋଜନା କଥା । ଏହି ଯୋଜନା ଜଟଣୀ ସହରରେ ଫେଲ ମାରିଛି । ସହରର ଅନେକ ଓ୍ବାର୍ଡରେ ରେଲୱେ ଜାଗାରେ ପୁରୁଷ ପୁରୁଷ ଅମଳରୁ ବର୍ଷ ବର୍ଷ ଧରି ରହିଆସୁଛନ୍ତି,ମାତ୍ର ରେଲୱେର ଉନ୍ନତି ପାଇଁ ସେମାନଙ୍କୁ ଉଚ୍ଛେଦ କରାଯାଉଛି
#Jatani #JagaMission #Yojanafailed #Railwaydevelopment #eviction #Odisha #ArgusNews