#ଜଟରେ_ଚାରିଚକିଆ_ଯାନ_ଟାଣୁଛନ୍ତି_ଜଟିଆ_ନନା
ଗିନିଜ ବୁକ ରେକର୍ଡରେ ସାମିଲ ହେବା ପାଇଁ ଜଟରେ ଟାଣୁଛନ୍ତି ଟାକ୍ଟର ଓ କାର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଗୁଆଳି ଗାଁର ପ୍ରମଦ ନାୟକ । ତେବେ ଜଟିଆ ନନା ନାଁରେ ସେ ଘରେଘରେ ପରିଚିତ । ସମସ୍ତଙ୍କ ପ୍ରିୟ ଜଟିଆ ନନା ।
#Kendrapara #rajkanika #jatianana #Jat #ginisbookrecord #fourwheeler #Odisha #ArgusNews