ଜଣଶୁଣାଣି ଶିବିରରେ ଜନସାଧାରଣ ପ୍ରଶ୍ନରେ ରାଗିଗଲେ ଜିଲ୍ଲାପାଳ। ଜିଲ୍ଲାପାଳ ବୌଦ୍ଧରେ ବିଭିନ୍ନ ସଭା ସମିତି ସାରି ଏ ଜନ ଶୁଣାଣୀ ଶିବିରରେ ମଧ୍ୟlହ୍ନ ୧୨ ଘଣ୍ଟା ପରେ ପହଞ୍ଚିଥିଲେ l ଫଳରେ ଜନସାଧାରଣ ଅସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିବା ଦେଖିବାକୁ ମିଳିଥିଲା l
#Boudh #Collector #Kantamala #BlockOffice #outraged #ArgusNews